You are currently viewing ଜଗନ୍ନାଥ ମନ୍ଦିର ପରିକ୍ରମଣ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଳନ
ଜଗନ୍ନାଥ ମନ୍ଦିର ପରିକ୍ରମଣ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ପାଳନ

ଭଞ୍ଜନଗର,୧୭/୧ ଗୋଲାପଡା ଗ୍ରାମ ଠାରେ ପଞ୍ଚାୟତ ସ୍ତରୀୟ ଜଗନ୍ନାଥ ମନ୍ଦିର ପରିକ୍ରମଣ ପ୍ରକଳ୍ପର ଲୋକାର୍ପଣ ଉତ୍ସବ କୁ ପାଳନ କରାଯାଇ ଅଛି । ଏଥିରେ ବିଶିଷ୍ଟ ସମାଜ ସେବୀ , ବନ୍ୟପ୍ରାଣୀ ସଂରକ୍ଷକ ଶ୍ରୀଯୁକ୍ତ ଶୁଳପାଣି ଶତପଥି ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। Captain ମହେନ୍ଦ୍ର ସ୍ୱାଇଁ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ଉକ୍ତ ଉତ୍ସବ କୁ ଶ୍ରୀଯୁକ୍ତ ଭକ୍ତରାମ ଜେନା ସଂଯୋଜନା କରିଥିଲେ। ଏଥିରେ ଆଖପାଖ ପଞ୍ଚାୟତର ବହୁ ଜନସାଧାରଣ ଯୋଗ ଦେଇ ଲୋକାର୍ପଣ ଉତ୍ସବର ସିଧାପ୍ରସାରଣ ଦେଖିଥିଲେ।