ସାରା ଦେଶ ପାଳନ କରୁଛି ୭୫ ତମ ସଧାରଣ ତନ୍ତ୍ର ଦିବସ,ଏହା ସହ ଭୁବନେଶ୍ବର ବରମୁଣ୍ଡା ନିକଟସ୍ଥ ଲୋଟସ ସ୍କୁଲ ରେ ପାଳନ ହେଉଛି ସାଧାରଣତନ୍ତ୍ର ଦିବସ ସ୍କୁଲ୍ ପରିବେଶ ବେସ୍ ଉତ୍ସବ ମୁଖର ହେବା ସହ.

ପିଲା ମାନେ ଝୁମିଥିଲେ ବନ୍ଦେ ମାତରମ୍ ସଙ୍ଗୀତରେ, ସକାଳ ୯ ଟା ସମୟରେ ସ୍କୁଲ ପରିବେଶ ରେ ନିର୍ଦ୍ଦେଶିକା ସ୍ଵପ୍ନା ରାଉତରାୟ ଙ୍କ ତତ୍ୱାବ ଧାନରେ ପତାକା ଉତ୍ତୋଳନ କରାଯାଇଥିଲା,ଏହା ସହ ଦେଶ ଗୌରବ ର ଗାଥା ମହା ପୁରୁଷଙ୍କ ବଳିଦାନ ଆମ ଦେଶ ପାଇଁ ଅବିସ୍ମରଣୀୟ ବୋଲି ନିର୍ଦ୍ଦେଶିକା ସ୍ୱପ୍ନା ରାଉତରାୟ ଛୋଟ ପିଲାଙ୍କୁ ନିଜ ଅଭି ଭାଷଣ ରେ ମତ ରଖିଥିଲେ, ଏହି ୭୫ ତମ ସାଧାରଣ ତନ୍ତ୍ର ଦିବସ କାର୍ଯ୍ଯ କ୍ରମରେ ଲୋଟସ ସ୍କୁଲ ର ଶିକ୍ଷୟତ୍ରୀ, ଅଭିଭାବକ ଓ ପିଲାମାନେ ସାମିଲ୍ ହୋଇଥିଲେ


