ବେଲଗୁଣ୍ଠା ବିବେକାନନ୍ଦ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ:
ଶୃଙ୍ଖଳା,ସ୍ୱଛତା ଓ ସମୟାନୁବର୍ତ୍ତିତା ଛାତ୍ର ଜୀବନର ମୁଳମନ୍ତ୍ର: ଅତିଥି
ବେଲଗୁଣ୍ଠା-୧୨/୨-: ବେଲଗୁଣ୍ଠାର ଅନ୍ୟତମ ଶିକ୍ଷାନୁଷ୍ଠାନ ସ୍ୱାମୀ ବିବେକାନନ୍ଦ ଶିଶୁ ମନ୍ଦିରର ୨୩ତମ ବାର୍ଷିକ ଉତ୍ସବମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି…
