ନରେନ୍ଦ୍ର ମୋଦୀଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ଭାଜପାର ମହାଜନ ସଂପର୍କ ଅଭିଯାନର “ଗରିବ କଲ୍ୟାଣ ସମାବେଶ” ରେ କେନ୍ଦ୍ର ରେଳ ଓ ବୟନଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଦର୍ଶନା ଜର୍ଦୋଷ ମୁଖ୍ୟ ଅତିଥି ଭାବେ ଯୋଗଦାନ
ଆଜି ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାଇପୁର ପଞ୍ଚାୟତ ର ଗୌଡ଼ କୋଠଘରେ ଠାରେ ପ୍ରିୟ ପ୍ରଧାନମନ୍ତ୍ରୀ…
