You are currently viewing ଖଲ୍ଲିକୋଟ ପ୍ରାକ୍ତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ବିଜେଡି ଛାଡିଲେ
ଖଲ୍ଲିକୋଟ ପ୍ରାକ୍ତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ବିଜେଡି ଛାଡିଲେ

ଖଲ୍ଲିକୋଟ ; 25/3 ଖଲ୍ଲିକୋଟ ବିଧାନସଭା ସଂରକ୍ଷିତ ଆସନ ରୁ ବିଧାୟକ ଭାବେ ଦୁଇଥର ବିଧାନସଭା ସଭା କୁ ଯାଇଥିବା ବିଜେଡି ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ବିଜେଡି ଦଳ ର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇ ଥିବା ଜଣାପଡିଛି |ସେ ତାଙ୍କ ଇସ୍ତଫା ପତ୍ର ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଙ୍କୁ ପଠାଇଥିବା ଜଣାପଡିଛି |ତେବେ ସେ କେଉଁ ଦଳ ରେ ଯୋଗ ଦେବେ ସେ ନେଇ ଖୁବ ଶୀଘ୍ର ନିଷ୍ପତ୍ତି ନେବେ ବୋଲି ଜଣାପଡିଛି | ଗତ 2009 ଓ 2014 ରେ ଦୁଇଥର ରାଜ୍ୟ ବିଧାନସଭା କୁ ନିର୍ବାଚିତ ହୋଇଥିଲେ |
ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ganjam)