ପୁରୁଷୋତ୍ତମପୁର ତା- ୨୬/0୧/ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନଏସି ରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଅଧକ୍ଷା ଶ୍ରୀମତୀ ପ୍ରିୟଙ୍କା ଗୌଡ଼ଙ୍କ ଦ୍ୱାରା ଏନଏସି କାର୍ଯ୍ୟାଳୟ ଓ ଜାତିର ପିତାମା ମହାତ୍ମା ଗାନ୍ଧିଜୀ ପ୍ରତିମୂର୍ତ୍ତି ଠାରେ ଜାତୀୟ ପତକା ଉତ୍ତୋଳନ କରିବା ସହିତ ପୁଷ୍ପମାଲ୍ୟ ଅର୍ପଣ କରାଗଲା ,ଏହି କାର୍ଯ୍ୟକ୍ରମ ରେ ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ର, ଉପାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, କାଉନସିଲର ଅଶୋକ କୁମାର ମହାଙ୍କୁଡ, ଭାସ୍କର ବେହେରା, ଭବାନୀ ଶଙ୍କର ନାହକ, ଲିଙ୍ଗରାଜ ବେହେରା, ସୁଦଷ୍ଣା ବେହେରା,ସୁଜାତା ବେହେରା,ଗିରିଜା ବେହେରା,ସାସଂଦ ପ୍ରତିନିଧି ପ୍ରେମାନନ୍ଦ ସାହୁ, ଅରୁଣ ମହାଙ୍କୁଡଙ୍କ ଓ ସମସ୍ତ କର୍ମଚାରୀ ସହିତ ସମସ୍ତ ସଭ୍ୟ ଓ ସଭ୍ୟା ପ୍ରତିନିଧିଙ୍କ ସମତ ଏନଏସି କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ ((((ପୁରୁଷୋତ୍ତମପୁର ରୁ ପ୍ରସନ୍ନକୁମାର ଦାଶ, ଙ୍କ ରିପୋର୍ଟ )))

