ପୁରୁଷୋତ୍ତମପୁର ତା- 0୧/0୭/ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଏନଏସି ର କୁମାରୀ ଗ୍ରାମର ୱାର୍ଡ ୧୩ ରେ ଅବସ୍ଥିତ ପୂର୍ବଖଣ୍ଡ ତାଳୁକା ବାଣାୟତ ଓଡ଼ିଆ ସମାଜ ଗୋଷ୍ଟୀ କୋଠଘର ରେ ଆଜି ଗୃହ ପ୍ରବେଶର ଶୁଭ ଉଦଘାଟନ ହୋଇଯାଇଛି l ପୁରୁଷୋତ୍ତମପୁର ଏନଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼'” ଉପାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ସହ ସମସ୍ତ ୱାର୍ଡର କାଉସିଲର’ ଅଶୋକ କୁମାର ମହାଙ୍କୁଡ ‘ ଗିରିଜା ବେହେରା ‘କେ ପ୍ରମୋଦ ଅଚାରୀ ‘ନଗର ଯୁବ ବିଜେଡି ସଭାପତି ମନୋଜ କୁମାର ଗୌଡ଼, କାଉସିଲର ପ୍ରତିନିଧି ବିଶ୍ୱ ଭୁଷଣ ମହାପାତ୍ର ‘ଲୋକନାଥ ବେହେରା ‘ରଂଜନ ବେହେରା’ବାଣାୟତ ଓଡ଼ିଆ ସମାଜର ସମସ୍ତ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ

ରିପୋର୍ଟ ପ୍ରସନ୍ନ କୁମାର ଦାସ
