ବିବାହ ର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ପରେ ଧୋକ୍କା ଦେବା ନେଇ କୋଦଳା ଥାନାରେ ଏତଲା। ଏତଲା ପାଇବା ପରେ ସୋମବାର ଦିନ ଗଞ୍ଜାମ ଜିଲ୍ଲା କୋଦଳା ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ମଇନା କରିଛନ୍ତି। ଏତଲା ପ୍ରକାରେ ପୁରୁଷୋତ୍ତମପୁର ପୁର ଥାନା ଅନ୍ତର୍ଗତ ବେଣୀପୁର ଗ୍ରାମର ଜଣେ ଯୁବକ ଘୋଡାପଡା ଗ୍ରାମର ଜଣେ ଯୁବତୀଙ୍କ ସହ ଦେଖାସାକ୍ଷାତ ହୋଇ ମୋବାଇଲ ନମ୍ବର ଦିଆ ନିଆ ହୋଇଥିଲା । ଏହା ପରେ ଉଭୟ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଉକ୍ତ ଯୁବକ କୋଦଳା ର ଏକ ହୋଟେଲ ରେ କାମ କରୁଥିଲେ। ଏଣୁ ହୋଟେଲ ପଛପଟେ ଏକ ଘରେ ରହୁଥିଲେ। ସେଠାକୁ ଉକ୍ତ ଯୁବତୀ ଙ୍କୁ ଡାକିକି ଉଭୟ ଙ୍କ ମଧ୍ୟରେ ବିବାହ ପାଇଁ ପ୍ରତିଶୃତି ହେବା ପରେ ଶାରୀରିକ ସମ୍ପର୍କ ଗଢି ଉଠିଥିଲା । ବର୍ତମାନ ମାନ କିଛିଦିନ ହେଲା ଉକ୍ତ ଯୁବକ ଆଉ ଫୋନ ଉଠାଉ ନ ଥିବା ଯୋଗୁ ଯୁବତୀ ଜଣକ କୋଦଳା ଥାନାରେ ଏତଲା ଦେଇ ଥିଲେ। କୋଦଳା ପୋଲିସ ଥାନା କେସ ନମ୍ବର ୪୫୯/୨୩ ଏକ ମାମଲା ରୁଜୁ କରି ଉଭୟଙ୍କୁ ଡାକ୍ତର ମଇନା କରି ଯୁବକ ଓ ଯୁବତୀ କୁ ଛତ୍ରପୁର କୋର୍ଟ କୁ ପଠାଇଥିବା ଥାନା ଅଧିକାରୀ ଉମାକାନ୍ତ ସାହୁ ପ୍ରକାଶ କରିଛନ୍ତି ।ପ୍ରକାଶ ଥାଉକି ଉକ୍ତ ଯୁବତୀ ମଠ ବ୍ରହ୍ମପୁରରେ ବିବାହ କରିଥିବା ବେଳେ କୌଣସି କାରଣରୁ କିଛି ଦିନ ହେଲା ବାପା ଘର ଘୋଡାପଡାରେ ରହୁ ଥିଲେ ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।

ବିବାହ ର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ପରେ ଧୋକ୍କା ଦେବା ଅଭିଯୋଗ ରେ ପୁଅ ଓ ଝିଅ କୁ ଗିରଫ
- Post author:Prafulla Sabat
- Post published:September 25, 2023
You Might Also Like

ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟା ମାମଲା: ୬ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

ବିଦ୍ୟାଳୟ ଅର୍ଥ ଆତ୍ମସାତ ଅଭିଯୋଗରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ନକ୍ସଲ ନାଁରେ ଦାଦାବଟି

ପୋଖରୀ ରେ ବୁଡି ଯୁବକ ମୃତ

ଧରାପଡ଼ିଲେ ଦୁଇ ବ୍ରାଉନସୁଗାର୍ ବେପାରି

କୋଦଳା :ଏକ ଅପରାଧିକ ମାମଲାରେ କୋଦଳା ପୋଲିସ ତରଫରୁ ଚଢ଼ାଉ କରାଯାଇ ଅଭିଯୁକ୍ତ ମାନଙ୍କ ସ୍ଥାବର ସମ୍ପତି କୁ ଜବତ କରାଯାଇଥିବା ଜଣାପଡିଛି ।

ରେଞ୍ଜରଙ୍କ ପୈତୃକ ଘର ସମେତ ୯ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ପକ୍ଷରୁ ମାରାଥନ ଚଢ଼ାଉ

କୋଟଗଡ ଥାନା ଅଞ୍ଚଳ ର ଦୁଷ୍କର୍ମକାରୀ ଗିରଫ

କୋଦଳାରେ ପ୍ରାଇମା ପବ୍ଲିକ ସ୍କୁଲକୁ ଟାର୍ଗେଟ କଲେ ଅଜଣା ଦୁବୃତ୍ତ।

ପିତାମ୍ବରପୁର ବଇଦ ହତ୍ୟା ମାମଲାର ପର୍ଦ୍ଦାଫାଶ : ୬ ଗିରଫ

ଚାକିରୀ ଦେବ କହି ଲକ୍ଷାଧିକ ଟଙ୍କା ଟଙ୍କା ଠକି ନେଲା ଦୁର୍ବୁର୍ତ୍ତ
ଆସାମୀ ଢେଙ୍କାନାଳରୁ ଗିରଫ ଓ କୋର୍ଟଚାଲାଣ।
