You are currently viewing ମା ଗରାଶୁଣୀ ମନ୍ଦିର ପ୍ରାଙ୍ଗଣରେ ପୂଜ୍ୟ ପୂଜା ଉତ୍ସବ
ମା ଗରାଶୁଣୀ ମନ୍ଦିର ପ୍ରାଙ୍ଗଣରେ ପୂଜ୍ୟ ପୂଜା ଉତ୍ସବ

ମା’ ଗରାଶୁଣୀ ମନ୍ଦିର ପରିଚାଳନା କମିଟି ତରଫରୁ ପବିତ୍ର ଶରଦୀୟ ପାର୍ବଣ ଉପଲକ୍ଷେ ଏକ ପୂଜ୍ୟପୂଜା ଉତ୍ସବ ମନ୍ଦର ପ୍ରଙ୍ଗଣରେ ଅନୁଷ୍ଠିତ ହୋଇ ଯାଇଛି । କମିଟି ତରଫରୁ ବରିଷ୍ଠ ନାଗରିକାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରଫେସର ଭାସ୍କର ଚନ୍ଦ୍ର ଖଟାଇ, ବାଉରୀ ବନ୍ଧୁ ମହାନ୍ତି, ରାମଚନ୍ଦ୍ର ବେହେରା, ରାମଚନ୍ଦ୍ର ମୁଦୁଲି, ଚନ୍ଦ୍ରମଣି ପ୍ରଧାନ, ପୁରସ୍ତମ ମଲ୍ଲିକ, କୈଳାସ ଚନ୍ଦ୍ର ରାଉତ, ବିଜୟ କୁମାର ମହାନ୍ତି, ମଧୁସୂଦନ ସ୍ପାଇଁ, ନରେନ୍ଦ୍ର ନାଥ ଦାସ, କୈଳାସ ଚନ୍ଦ୍ର ଦାସ, ଧ୍ରୁବ ଚରଣ ମହାନ୍ତି, ଚିନ୍ତାମଣି ବେହେରା, ସଚ୍ଚିଦାନନ୍ଦ ମଲ୍ଲିକ, ବିମଳ କିଶୋର ମହାନ୍ତି, ରମେଶ ଚନ୍ଦ୍ର ରାଉତ, ବାଉରୀବନ୍ଦୁ ଜେନା,ଦେବେନ୍୍ର ନାଥ ମହାରଣା, ଚାରୁଚନ୍ଦ୍ର ମହାନ୍ତି, ନଳିନୀକାନ୍ତ ମହାନ୍ତି, ଅଭୟ କୁମାର ମହାନ୍ତି ପ୍ରମୁଖଙ୍କୁ ପୁଷ୍ପମାଲ୍ୟ ଓ ଉତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲ । ଛତ୍ରପତି ସିଂ, ମନୋଜ ସାମନ୍ତର୍ରା,ନିର୍ମଳ କୁମାର ଜେନା, ମଧୁସୂଦନ ସାମଲ, ଅଭିମନୁ୍ୟ ରାଉତ, ଧର୍ମାନନ୍ଦ ପରିଡ଼ା, ବିଭୂତି ଭୂଷଣ ଦାସ, ବିଭୂତି ଭୂଷଣ ପଟ୍ଟନାୟକ ଉପସ୍ଥିତ ରହିଥିଲେ । ପରିଚାଳନା କମିଟି ସଭାପତି ସୁଧାକ ଖଟାଇ, ସମ୍ପାଦକ ଅଭୟ କୁମାର ମହାନ୍ତି, ଓ ବରିଷ୍ଠ ସଭ୍ୟ ଶ୍ୟାମ ସୁନ୍ଦର ଜେନା ଉତ୍ସବଟିକୁ ପରିଚାଳନା କରିଥିଲେ ।