You are currently viewing ଭଞ୍ଜନଗର ଓକିଲ ସଙ୍ଘ ପକ୍ଷ୍ୟରୁ ଅର୍ଥମନ୍ତୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ଭଞ୍ଜନଗର ଓକିଲ ସଙ୍ଘ ପକ୍ଷ୍ୟରୁ ଅର୍ଥମନ୍ତୀ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଭଞ୍ଜନଗର,02/12 ଭଞ୍ଜନଗର ଓକିଲ ସଙ୍ଘ ତରଫରୁ କୋର୍ଟ ପରିସରରେ ଥିବା ଲାଇବ୍ରେରୀ ହଲ କକ୍ଷରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା, ଭଞ୍ଜନଗର ବାର ଆସୋସିଏସନ ସଭାପତି ଅଭିମନ୍ୟୁ ଗୌଡ଼, ଉପସଭାପତି ରଜତ କୁମାର ଦାସ,ସମ୍ପାଦକ ହରେକୃଷ୍ଣ ମହାପାତ୍ର, ସହ ସମ୍ପାଦକ ଚନ୍ଦ୍ରମଣି ମହାପାତ୍ର, ବରିଷ୍ଠ ଓକିଲ ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ସୋମନାଥ ନାୟକ,ଅଳକା ମଞ୍ଜରୀ ପଟ୍ଟନାୟକ,ଦିବାକର ନାୟକ, ରଂଜିତ କୁମାର ମିଶ୍ର,ବୀରେନ୍ଦ୍ର କେଶରୀ ଆରୁଖ, ଖରାଂଶୁ ଦାସ ଓ ସମସ୍ତ ଓକିଲ ଉପସ୍ଥିତ ଥିଲେ, ମୁଖ୍ୟମନ୍ତ୍ରୀ ଙ୍କ ଯୋଜନା ପାଣ୍ଠି ରୁ ଦଶଲକ୍ଷ ଟଙ୍କାର ଏକ ଚେକ ଓକିଲ ସଙ୍ଘର ସଭାପତି ଶ୍ରୀ ଗୌଡ଼ଙ୍କୁ ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ପ୍ରଦାନ କରିଥିଲେ,