ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ପୁରୋହିତ ସମିତି ତରଫରୁ ପ୍ରତାପୁର ଋଷିକୁଲ୍ୟା ନଦୀରେ ବିଶ୍ୱଶାନ୍ତି ମହାଯଜ୍ଞା ଓ ମହା ଆଳତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି
ଗଞ୍ଜାମଜିଲ୍ଲାବ୍ରାହ୍ମଣପୁରୋହିତସମିତିଆନୁକୂଲ୍ୟରେ ଋଷିକୁଲ୍ୟା ନଦୀର ମହୋତ୍ସବ ତଥା ପ୍ରତାପୁର ଗ୍ରାମର ଉତ୍ତରବାଙ୍କରେ ମହାବାରୁଣୀ ସ୍ନାନ, ଓ ବିଶ୍ଵ ଶାନ୍ତି…
