ବେଆଇନ ମଦ ଧରପଗଡ଼ ଓ ଆଦିବାସୀ ଙ୍କୁ ଗିରଫ ପ୍ରତିବାଦ ରେ ଆଦିବାସୀ ମେଳି,ଗିରଫ ଦୁଇ ଜଣ କୁ ଖଲାସ ପାଇଁ ଧନୁତୀର ଧରି ଖଲ୍ଲିକୋଟ ଥାନା ଘେରାଉ, ପୋଲିସ ସହ ଧସ୍ତା ଧସ୍ତି |ମଦ ବିକ୍ରି ବନ୍ଦ ବଦଳରେ ପ୍ରତି ପରିବାର ର ଜଣକୁ ଚାକିରି ଦାବି
ଖଲ୍ଲିକୋଟ ; 18/2 ଗତ ଦୁଇ ଦିନ ତଳେ ଖଲ୍ଲିକୋଟ ପୋଲିସ ଖଲ୍ଲିକୋଟ ଥାନା ର ଆଦିବାସୀ…
