ସୁଜ୍ଞାନୀ ଙ୍କ ମହାଯାତ୍ରା ରେ ମନ୍ତ୍ରୀ, ବିଧାୟକ, ରାଜନେତା ଓ ଅସଂଖ୍ୟ ଶ୍ରଦ୍ଧାଳୁ ଙ୍କ ଗହଣ ରେ ରାଜକୀୟ ପରମ୍ପରା ରେ ଅନ୍ତସ୍ରେତିକ୍ରିୟା ସମାପନ ସୁଜ୍ଞାନ ଦେବୀ “ଅମର ରହେ ” ଧ୍ୱନି ରେ କମ୍ପିଲା ଖଲ୍ଲିକୋଟ
ଖଲ୍ଲିକୋଟ : 11/2 ଖଲ୍ଲିକୋଟ ମାର୍ଦରାଜ ରାଜା ବଂଶ ଶେଷ ଦାୟାଦ ସ୍ବର୍ଗତ ସୁଜ୍ଞାନ କୁମାରୀ ଦେଓ…
